ତୁ ଭାରି ବିଉଟିଫୁଲ୍ ପରେ ତୋ ଫ୍ୟାମିଲି…

Get real time updates directly on you device, subscribe now.

ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତୁ ଭାରି ବିଉଟିଫୁଲ୍’ ପରେ ଏବେ ଇଷ୍ଟଣ୍ଣ ର୍ ମିଡିଆ ଏଣ୍ଟରଟେନ୍ମେଣ୍ଟ ବ୍ୟାନରରେ ନିର୍ମାଣ ହେଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ତୋ ଫ୍ୟାମିଲି ମୋ ଫ୍ୟାମିଲି’ । ଏହାର ମୁଖ୍ୟ ଚରିତ୍ରରେ ଅଭିନେତ୍ରୀ ରିୟା ଦେ ଓ ଉଷସୀ ମିଶ୍ର ଅଭିନୟ କରୁଛନ୍ତି । ସିନେମାର ନିଦେ୍ର୍ଧଶନାରେ ରଞ୍ଜିତ ମହାନ୍ତି, ସଙ୍ଗୀତରେ ମଳୟ ମିଶ୍ର, ସଂଳାପରେ ହର ବାରିକ ଏବଂ ସଶ୍ଛାଦନାରେ ଚନ୍ଦ୍ର ମିଶ୍ର କାର୍ଯ୍ୟ କରୁଛନ୍ତି । ଲାଇନ୍ ପ୍ରଡୁ୍ୟସର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଅଜୟ ରାଉତ । ଶୁଣିବାକୁ ମିଳୁଛି ଏ ଦୁଇଟି ସିନେମା ସହ ଆହୁରି ୩ଟି ଅର୍ଥାତ୍ ଚଳିତ ବର୍ଷ ୫ଟି ଭଲ ଭଲ ସିନେମା ନିର୍ମାଣର ଲକ୍ଷ୍ୟ ରଖିଛି ଇଷ୍ଟର୍ଣ୍ଣ ମିଡିଆ ଏଣ୍ଟରଟେନ୍ମେଣ୍ଟ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons