ଥଣ୍ଡା ପାଣି ଓ ବାଇକଷ୍ଟାଣ୍ଡ ଉଦଘାଟିତ

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ): ସ୍ଥାନୀୟ ସତ୍ୟସାଇ ସେବା ସମିତି ପକ୍ଷରୁ ଥଣ୍ଡା ପାଣି ପ୍ରକଳ୍ପ ଓ ବାଇକ୍ ଷ୍ଟାଣ୍ଟ ଉଦ୍ଘାଟିତ ହୋଇଯାଇଛି । ସେବା ସମିତିର ନିଜସ୍ୱ ଅର୍ଥରେ ପୁରୁଣା ବସ୍ଷ୍ଟାଣ୍ଡ ପରିସରରେ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଓ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଶାଖା ଆଗରେ ବାଇକ୍ ପାର୍କିଂ କରିବା ଲାଗି ନୂଆ ଷ୍ଟାଣ୍ଡ ନିର୍ମାଣ କରାଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ସୋନାଲ ଜେନା ଯୋଗଦେଇ ଏହି ଦୁଇ ପ୍ରକଳ୍ପକୁ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ସେବା ସମିତିର ଆବାହକ ରାମପ୍ରସାଦ ପଟ୍ଟନାୟକ, କେ.ଧର୍ମାରାଜୁ, ଶ୍ରୀରାମ ମୂର୍ତ୍ତୀ, ସିଏଚ.ଅନନ୍ତ, ସିଏଚ ଗୋପାଳ ରାଓ ବାଉରୀ, ଜି.ରାବଣା କୁମାରୀ, ଧାନା ଲକ୍ଷ୍ମୀ, ଜି.ଆଲେକ୍ଷା ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons