ଦଶ ଫୁଟର ଅହିରାଜ ଉଦ୍ଧାର

Get real time updates directly on you device, subscribe now.

ପାତ୍ରପୁର, (ବି.ବି.ନୁ୍ୟଜ): ସାମନ୍ତିଆପଲ୍ଲୀ ରେଞ୍ଜ୍ ଅନ୍ତର୍ଗତ ଜୟନ୍ତୀପୁର ରାସ୍ତାରେ ଥିବା ଏକ ବନ୍ଧ ନିକଟରୁ ରବିବାର ଏକ ଦଶଫୁଟର ଅହିରାଜ ସାପକୁ ସ୍ନେକ୍ ହେଲ୍ପ୍ଲାଇନ୍ କର୍ମକର୍ତ୍ତା ଉଦ୍ଧାର କରିଛନ୍ତି । ଜୟନ୍ତୀପୁର-ବୁରିବାଡ ରାସ୍ତାରେ ଥିବା ବନ୍ଧ ନିକଟରେ ଅହିରାଜଟିକୁ ଲୋକେ ଦେଖଖି ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ । ସ୍ନେକ୍ ହେଲ୍ପ୍ଲାଇନ୍ ସଦସ୍ୟମାନେ ପହଞ୍ଚି ଅହିରାଜକୁ ଉଦ୍ଧାର କରିବା ସହ ନିକଟସ୍ଥ ଜଙ୍ଗଲରେ ଛାଡିଥିବା ସୂଚନା ଦେଇଛନ୍ତି ସାମନ୍ତିଆପଲ୍ଲୀ ରେଞ୍ଜର୍ ରଜତ କୁମାର ମିଶ୍ର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons