ଦାୟିତ୍ୱ ନେଲେ ଅଗ୍ନିଶମ ଆଇଜି ଅସିତ ପାଣିଗ୍ରାହୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜ୍ୟ ସରକାରଙ୍କ ବଦଳି ନିର୍ଦ୍ଦେଶ ମୁତାବକ ସୋମବାର ପୂର୍ବାହ୍ନରେ ଅସିତ ପାଣିଗ୍ରାହୀ ଅଗ୍ନିଶମ ଓ ହୋମ୍ଗାର୍ଡ ଆଇଜି ଭାବେ ଦାୟିତ୍ୱ ନେଇଛନ୍ତି । ପୂର୍ବରୁ ଏହି ପଦବୀରେ କାର୍ଯ୍ୟ କରୁଥିବା ରାଜେଶ କୁମାରଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । କାର୍ଯ୍ୟରେ ଯୋଗଦାନ ପରେ ଶ୍ରୀ ପାଣିଗ୍ରାହୀ ବିଭାଗର ସମସ୍ତ ଅଧିକାରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons