ଦୀପାବଳିରେ ନିଆଁ ଲାଗି ଜଳିଗଲା କପଡା ଗୋଦାମ

Get real time updates directly on you device, subscribe now.

ଭୁବନ: ଭୁବନରେ ଥିବା ଏକ କପଡା ଗୋଦାମରେ ଦୀପାବଳି ଅବସରରେ ନିଆଁ ଲାଗିଯାଇଛି । ଅତି ଅଳ୍ପ ସମୟ ଭିତରେ କପଡା ଗୋଦାମରେ ନିଆଁ ବ୍ୟାପିଯାଇଥିଲା । ଚାହୁଁ ଚାହୁଁ ନିଆଁ ଚାରି ଆଡକୁ ବ୍ୟାପିଯାଇଥିଲା ।
ଭୁବନ ୨ ନମ୍ବର ଓ୍ୱାର୍ଡରେ ଥିବା କପଡା ଗୋଦାମରେ ଏହି ଅଗ୍ନି କାଣ୍ଡ ଘଟିଛି । ଅଗ୍ନିଶମ ବାହିନୀର ଯବାନ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons