ସୋରଡା: ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅନ୍ତର୍ଗତ ସାନସୋରଡାରେ ଦୀପାବଳି ଅବସରରେ ଅଘଟଣ । ଦୀପ ନିଆଁରୁ ଗୋଟିଏ ଦୋକାନରେ ନିଆଁ ଲାଗିଯାଇଥିଲା । ନିଆଁ ହଠାତ୍ ହୁହୁ ହୋଇ ବ୍ୟାପିଯାଇଥିଲା ।
ନିଆଁ ଲାଗିଯିବା ଯୋଗୁଁ ଦୋକାନୀ ସତ୍ୟ ନାରାୟଣ ସାହୁ ଗୁରୁତର ହୋଇଥିବା ଜଣା ପଡିଛି ।

Comments are closed, but trackbacks and pingbacks are open.