ଦେଶର ଶ୍ରେÂ ବିଧାୟକ ତାଲିକାରେ ପ୍ରଣବ-ତାରା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଦେଶର ଶ୍ରେÂ ବିଧାୟକ ତାଲିକାରେ ସ୍ଥାନ ପାଇଛନ୍ତି ଦୁଇ ଓଡ଼ିଆ ବିଧାୟକ । ବିଜେଡିର ବରିÂ ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ କଂଗ୍ରେସର ତାରା ପ୍ରସାଦ ବାହିନୀପତି ଏ ଗୌରବ ହାସଲ କରିଛନ୍ତି । ଫେମ୍ ଇଣ୍ଡିଆ ଏସିଆ ପୋଷ୍ଟ ପକ୍ଷରୁ ସମଗ୍ର ଦେଶର ୩ ହଜାର ୯୫୮ ବିଧାୟକଙ୍କ କାର୍ଯ୍ୟଦକ୍ଷତାକୁ ଅନୁଧ୍ୟାନ କରି ଜାରି ହୋଇଥିବା ଶ୍ରେÂ ୫୦ ଜଣିଆ ତାଲିକାରେ ଦୁଇ ଓଡ଼ିଶା ବିଧାୟକ ସ୍ଥାନ ପାଇଛନ୍ତି । ଇଣ୍ଟେଣ୍ଟ ବିଭାଗରେ ପ୍ରଣବ ଏବଂ ଲୋକସଂପର୍କ ଦକ୍ଷତା ଆଧାରରେ ତାରା ଏ ତାଲିକାରେ ସାମିଲ୍ ହୋଇଛନ୍ତି । ଏ ଦୁଇ ବିଧାୟକଙ୍କୁ ଏବେ ବିଭିନ୍ନ ମହଲରୁ ଛୁଟିଛି ଶୁଭେଛାର ସୁଅ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons