ଧାନ ବୋଝେଇ ଟ୍ରକ୍ ଓଲଟିଲା

Get real time updates directly on you device, subscribe now.

ମୈଦଲପୁର: ପାପଡାହାଣ୍ଡି ବ୍ଲକ ମୈଦଲପୁର ଫାଣ୍ଡି ଅନ୍ତର୍ଗତ ଏନ୍ଏଚ୍-୨୬ ଖଡକାଘାଟିରେ ଏକ ଧାନ ବୋଝେଇ ଟ୍ରକ୍ ଓଲଟି ପଡିଛି । ବୋରିଗୁମ୍ମାରୁ ଧାନ ବୋଝେଇ କରି ଏହି ଟ୍ରକ୍(ଓଡି-୦୩ଭି-୧୦୨୭)ଟି ବଲାଙ୍ଗୀର ଅଭିମୁଖେ ଯାଉଥିବା ବେଳେ ଗୁରୁବାର ରାତି ପାଖାପାଖି ୧୧ଟା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଟ୍ରକ୍ର ଡ୍ରାଇଭର୍ ଓ ହେଲପର୍ ଅଳ୍ପକେ ବର୍ତ୍ତି ଯାଇଥିଲେ । ମୈଦଲପୁର ଫାଣ୍ଡି ଅଧିକାରୀ ଅନାମ ଦିଆନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

ରିପୋର୍ଟ : ଗଗନ ଗନ୍ତାୟତ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons