ନବରଙ୍ଗପୁର ଅବକାରୀ ବିଭାଗର ଚଢ଼ାଉ: ୪ ଗିରଫ

Get real time updates directly on you device, subscribe now.

ନବରଙ୍ଗପୁର (ଗଗନ ଗନ୍ତାୟତଙ୍କ ରିପୋର୍ଟ) ଅବକାରୀ ବିଭାଗୀୟ ର ଚଢାଉ ରେ ୪ ଜଣ ଗିରଫ.. ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଅବକାରୀ ବିଭାଗ ପକ୍ଷ୍ୟ ରୁ କୋସାଗୁମୁଡା ବ୍ଲକ ର ଚିରିମା, ସର୍ଗିଗୁଡା, ଭଡଙ୍ଗ ଗୁଡା ଏବଂ ଡ଼ଙ୍ଗା ଛୁଆଁ ଗ୍ରାମ ରେ ଚଢାଉ କରି ୧୨୦ ଲିଟର ଦେଶି ମଦ ସହ ଏକ ମୋଟର ସାଇକେଲ. ଙଜ ୧୦.ଔ.୭୫୨୬ ଗାଡିକୁ ଜବତ କରାଯିବା ସହ ୧୧.ସହଲିଟର ରୁ ଉର୍ଦ୍ଧ ମହୁଲ ପୋଚ ନଷ୍ଟ କରାଯାଇ ୪ ଜଣକୁ ଗିରଫ କରି କୋର୍ଟ ଚାଲଣ କରାଯାଇ ଅଛି । . ଉକ୍ତ ଚଢାଉ ରେ. ଅବକାରୀ ଇନସ୍ପେକ୍ଟର.ଶ୍ରୀ ବିପ୍ର ଚରଣ ମଣ୍ଡଳ. ଝଓ.ବିଜୟ ଭୁଷଣ ନାୟକ. ଇଝଓ.ଜଗବନ୍ଧୁ ଯାନୀ. ଇଝଓ. ରାଜେନ୍ଦ୍ର ପଟନାୟକ. ଓ.ଆକ୍ରମ ଖାନ. ସୁଧାଂଶୁ ବାଘ. ଉମେଶ ହରିଜନ କନେଷ୍ଟବଳ ରେଶମା ସୁନା. ଉକ୍ତ ଚଢାଉ ରେ ସାମିଲୀ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons