ନବୀନଙ୍କ ଅପିଲ୍:ଅଯୋଧ୍ୟା ରାୟକୁ ସମ୍ମାନ ଦିଅନ୍ତୁ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟକୁ ସମସ୍ତେ ଗ୍ରହଣ କରିବା ସହ ସମ୍ମାନ ଜଣାନ୍ତୁ । ପରସ୍ପର ଭିତରେ ଶାନ୍ତି ଓ ସଦ୍ଭାବନା ବଜାୟ ରଖନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଏହି ଅପିଲ୍ କରିଛନ୍ତି । ଆମ ଭିତରେ ଥିବା ଭାଇଚାରା ମନୋଭାବ ଆମ ଧର୍ମ ନିରପେକ୍ଷତା ଭାବନାର ହଲ୍ମାର୍କ ବୋଲି ନବୀନ ଟ୍ୱିଟ୍ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons