ସାନଖେମୁଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ନାଳରେ ବୁଡି ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ହେଲେ ଜାଡି ପ୍ରଧାନ । ନାଳରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଗୁହାଳପୁର ଗାଁର ମହିଳା ଜାଡି ପ୍ରଧାନ ଜାଡି କଣ୍ଟେଇଝୋଳି ନାଳକୁ ଶୌଚ ହେବା ପାଇଁ ଯାଇଥିବା । କୌଣସି କାରଣ ବଶତଃ ତାଙ୍କ ଗୋଡ ଖସିଯିବାରୁ ସେ ପାଣିରେ ଭାସିଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।
Comments are closed, but trackbacks and pingbacks are open.