ନିୟମିତ ଶିକ୍ଷକ ମାନ୍ୟତା ଦାବିରେ ଧାରଣା

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନିୟମିତ ଶିକ୍ଷକ ମାନ୍ୟତା ଦାବିରେ କନିÂ ଶିକ୍ଷକମାନେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ନାଇଟ୍ କର୍ଫୁ୍ୟ ଜାରି ହେବା ପରେ ଧାରଣାରୁ ଉଠିଥିଲେ । ସେମାନେ ଦାବି କରିଛନ୍ତି ଯେ, ୨୦୧୪ ବ୍ୟାଚ୍ କନିÂ ଶିକ୍ଷକମାନଙ୍କର ୬ ବର୍ଷ ବିତିଗଲା ପରେ ବି ସେମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ମିଳୁନି । ବାରମ୍ବାର ଗୁହାରି କଲେ ମଧ୍ୟ ସେମାନଙ୍କୁ ନିୟମିତ ଶିକ୍ଷକ ମାନ୍ୟତାର ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବ କରାଯାଉଛି । ଏଭଳି ଜିଲ୍ଲାରେ ୨ଶହରୁ ଉଦ୍ଧ୍ୱର୍ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦୀର୍ଘ ୬ ବର୍ଷ ପରେ ମଧ୍ୟ ନିୟମିତ କରାଯାଉ ନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons