ନୟାଗଡ଼ରେ ‘କରୋନା’

Get real time updates directly on you device, subscribe now.

ନୟାଗଡ଼,(ବି.ବି.ନୁ୍ୟଜ୍): ମହାମାରୀ ‘କରୋନା’ ଓଡ଼ିଶାରେ କାୟା ବିସ୍ତାର କରିବାରେ ଲାଗିଛି । ପ୍ରଥମ ଥର ପାଇଁ ନୟାଗଡ଼ ଜିଲ୍ଲାରେ ପାଦ ଥାପିଛି । ଜିଲ୍ଲାର ପ୍ରଥମ ‘କରୋନା’ ଅକା୍ରାନ୍ତ ଚିହ୍ନଯ ହୋଇଛନ୍ତି । ସେ ହେଉଛନ୍ତି ଜଣେ ୪୦ ବର୍ଷୀୟ ଯୁବକ । ସୁରଟ୍ରୁ ଫେରିବା ପରେ ସେ କ୍ୱାରେଣ୍ଟାଇନ୍ରେ ରହିଛନ୍ତି । ଠିକ୍ ସେହିପରି ଗଞ୍ଜାମ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାଙ୍କର ବୟସ ୨୬ ବର୍ଷ । ସେ ପୁରୁଷ । ସେ ସୁରଟରୁ ଫେରି କ୍ୱାରେଣ୍ଟାଇନ୍ରେ ଥିଲେ । ଏମାନଙ୍କୁ ମିଶାି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୯ରେ ରହିିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons