ପାରିବାରିକ କଳହରୁ ହତ୍ୟାକାରୀ ରଚିଥିଲା ଷଡ଼ଯନ୍ତ୍ର

Get real time updates directly on you device, subscribe now.

ଚଣ୍ଡିଖୋଲ: ଭାଇକୁ ହତ୍ୟା କଲା ଭାଇ। ଗତକାଲି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ବନମାଳୀପୁର ଠାରେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରା ଯାଇଥିଲା। ମୃତ ଯୁବକ ସ୍ଥାନୀୟ ଅଞ୍ଚଳର ଉତ୍ସବ ସେଠି। ଘଟଣା ସ୍ଥଳରେ ବାଲିଚନ୍ଦ୍ରପୁର ପୁଲିସ ତଦନ୍ତ କରି ଥିବା ବେଳେ ପୁଲିସ ଏ ହତ୍ୟାକାଣ୍ଡରେ ଉତ୍ସବଙ୍କ ସମ୍ପର୍କୀୟ ଭାଇକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ହେଲେ ପ୍ରଶାନ୍ତ ସେଠି।
ପାରିବାରିକ ଶତ୍ରୁତା ପାଇଁ ହତ୍ୟାକାଣ୍ଡ ରଚିଥିଲା ସମ୍ପର୍କୀୟ ଭାଇ, ପ୍ରଶାନ୍ତ ନିକଟରୁ ମାରଣାସ୍ତ୍ର ଜବତ କରିଥିବା ବେଳେ ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସ୍‌ଡିପିଓ କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons