ପୂର୍ବତନ ବିଧାୟକଙ୍କୁ ସରକାରୀ କ୍ୱାର୍ଟର୍ସ ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି

Get real time updates directly on you device, subscribe now.

ଭୁବନେଶ୍ୱର: ପୂର୍ବତନ ବିଧାୟକଙ୍କୁ ବାଚସ୍ପତିଙ୍କ ଚରମବାଣୀ। ତୁରନ୍ତ ସରକାରୀ କ୍ୱାର୍ଟର୍ସ ଛାଡ଼ିବାକୁ ପୂର୍ବତନ ବିଧାୟକମାନଙ୍କୁ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।
ଯଦି ପୂର୍ବତନ ବିଧାୟକମାନେ କ୍ୱାର୍ଟର୍ସ ନ ଛାଡ଼ନ୍ତି ତେବେ ପାଣି, ବିଜୁଳି ବନ୍ଦ କରି ଦିଆଯିବ ବୋଲି ବାଚସ୍ପତି କହିଛନ୍ତି।
ନିର୍ବାଚନର ୫ ମାସ ପରେ ବି ପୂର୍ବତନ ବିଧାୟକମାନେ କ୍ୱାର୍ଟର ଛାଡ଼ି ନ ଥିବାରୁ ନିର୍ବାଚିତ ବିଧାୟକଙ୍କୁ କ୍ୱାର୍ଟର୍ସ ମିଳିବାରେ ସମସ୍ୟା ଦେଖା ଦେଉଛି। ଏଣୁ ପୂର୍ବତନ ବିଧାୟକଙ୍କୁ ବାଚସ୍ପତି ଏଭଳି ଚରମବାଣୀ ଶୁଣାଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons