ପୂର୍ବତନ ବିଧାୟକଙ୍କ ଗାଡ଼ି ଉପରକୁ ଗୁଳିମାଡ଼

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନୁ୍ୟଜ୍): ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କ ଗାଡ଼ି ଉପରକୁ ଗତକାଲି ବିଳମ୍ବିତ ରାତିରେ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ ଗାଡିର ପଛ କାଚ ଭାଙ୍ଗିଯାଇଛି । ଗତରାତିରେ ଦେବେନ୍ଦ୍ର ଟାଇନ୍ ଥାନା ଇରିଗେସନ୍ କଲୋନୀରେ ଥିବା ସମ୍ପର୍କୀୟଙ୍କ ଘରକୁ ନିଜେ ଗାଡ଼ି ଚଳାଇ ଯାଇଥିଲେ । ଗାଡ଼ି ପାର୍କିଂ କରି ସେ ଭିତରକୁ ପଳାଇଥିଲେ । ଏହାପରେ ତାଙ୍କ ଗାଡ଼ି ଉପରକୁ ଗୁଳି ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ସେ ଆଜଜି ସକାଳୁ ଜାଣିବା ପରେ ଟାଉନ୍ ଥାନାରେ ଏନେଇ ଅଭେିଯାଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କିଛି ସୁରାଗ ପାଇପାରିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons