ପେନସନ୍ ଭୋଗୀଙ୍କ ପାଇଁ ଖୁସି ଖବର: ୫ ପ୍ରତିଶତ ବଢ଼ିଲା ଡିଅରନେସ୍ ରିଲିଫ୍

Get real time updates directly on you device, subscribe now.

ବନେଶ୍ବର: ରାଜ୍ୟ ପେନସନ୍ ଭୋଗୀ ଏବଂ ସେମାନଙ୍କ ପରିବାର ପାଇଁ ଖୁସୀ ଖବର। ରାଜ୍ୟ ସରକାର ୫ ପ୍ରତିଶତ ଡିଅରନେସ୍ ରିଲିଫ୍ ବୃଦ୍ଧି କରିଛନ୍ତି ।
ପେନସନ ଭୋଗୀ ମାନେ ପୂର୍ବରୁ ୧୨ପ୍ରତିଶତ ଡିଅରନେସ୍ ରିଲିଫ ପାଉଥିବାବେଳେ ଏହା ୧୭ପ୍ରତିଶତ ହୋଇଛି। ପିଛିଲା ଭାବେ ୨୦୧୯ ଜୁଲାଇ ପହିଲାରୁ ଏହା ଲାଗୁ ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons