ପ୍ରଗତି କଲେଜ କଣ୍ଟେନମେଣ୍ଟ ଜୋନ ଘୋଷଣା

Get real time updates directly on you device, subscribe now.

କଳାହାଣ୍ଡି : ରାଜ୍ୟରେ ଶିକ୍ଷାନୁଷ୍ଠାନଗୁଡିକରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ କଳାହାଣ୍ଡି ସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରେ କରୋନା ବିସ୍ଫୋରଣ ଘଟିବା ପରେ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଘରୋଇ ପ୍ରଗତି କଲେଜରୁ ୩୨ ଜଣ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।ଏହା ପରେ ବର୍ତ୍ତମାନ ସଂପୃକ୍ତ କଲେଜକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କରାଯାଇଛି । ଫଳରେ ବାହାର ଲୋକଙ୍କୁ କଲେଜ ପରିସରକୁ ଯିବାଆସିବା ନେଇ କଟକଣା ଜାରି ହୋଇଛି । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons