ଫିଲ୍ମ ‘ଛପକ’ର ରିଲିଜ ଉପରେ ରୋକ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜାନୁଆରୀ ୧୫ରେଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପକ’ର ରିଲିଜ ଉପରେଦିଲ୍ଲୀ ହାଇକୋର୍ଟ ଶନିବାର ରୋକ ଲଗାଇଛନ୍ତି ।ଦିଲ୍ଲୀର ଜଣେ ଏସିଡ୍ ଆକ୍ରମଣ ପୀଡ଼ିତାଙ୍କ ଜୀବନ ଉପରେ ଉକ୍ତ ଫିଲ୍ମର କାହାଣୀ ଆଧାରିତ ହୋଇଥିଲାବେଳେ ତାଙ୍କୁ ସହାୟତା କରିଥିବା ମହିଳା ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ ଉକ୍ତ କାହାଣୀରେ କିଛି ବି ଶ୍ରେୟଦିଆଯାଇନାହିଁ । ଏହାକୁ ନେଇ କରାଯାଇଥିବା ଏକ ଆବେଦନ ଉପରେ ବିଚାର କରିଦିଲ୍ଲୀର ଏକ ନିମ୍ନ ଅଦାଲତ ଉକ୍ତ ଫିଲ୍ମରେ ଓକିଲ ଅପର୍ଣ୍ଣା ଭଟ୍ଟଙ୍କୁ ସମୁଚିତ ଶ୍ରେୟ ଦେବାକୁ ନିଦେ୍ର୍ଧଶ ଦେଇଥିଲେ । କିନ୍ତୁ ଏହାକୁ ଚାଲେଞ୍ଜ କରି ଫିଲ୍ମ ପ୍ରଯୋଜକଦିଲ୍ଲୀ ହାଇକୋର୍ଟଙ୍କଦ୍ୱାରସ୍ଥ ହୋଇଥିଲେ । ଏହା ଉପରେ ଶୁଣାଣି କରି ହାଇକୋର୍ଟଦିଲ୍ଲୀରେ ଉକ୍ତ ଫିଲ୍ମର ରିଲିଜ୍ ଉପରେ ରୋକ ଲଗାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons