ବନ୍ୟା ପାଣିରେ ଝିଅର ଚପଲ ଆଣିବାକୁ ଯାଇ ବାପାର ମୃତ୍ୟୁ

Get real time updates directly on you device, subscribe now.

ବାଙ୍କୀ : ବନ୍ୟା ପାଣିରେ ଭାସିଯାଇ ବାପାର ମୃତ୍ୟୁ । ମୃତକ ଜଣକ ବ୍ରହ୍ମପୁରା ହାଲିଆସାହିର ବସନ୍ତ ସାମଲ ।ଝିଅ ସହ ବାପା ବନ୍ୟାପାଣିରେ ଘରକୁ ଆସୁଥିବାବେଳେ ଝିଅର ଚପଲ ଭାସିଯିବାରୁ ଚପଲ ଆଣିବା ପାଇଁ ଯାଇ ବାପାଙ୍କର ମୃତ୍ୟୁ ହୋଇଛି । ଅଗ୍ନିଶମ ବିଭାଗର ସହାୟତାରେ ତଥା ପ୍ରାୟ ୩ ଘଣ୍ଟା ସମୟ ପାଣିରେ ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତଦେହ ।
ପରିବାରରେ ଶୋକର ଛାୟା ଖେଳିଯାଇଛି । କ୍ଷତିପୂରଣ ପ୍ରଦାନ ଦାବିରେ ପରିବାର ଲୋକେ ଦାବି କରିଥିଲେ। ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons