ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଗଣିଆ ଅଞ୍ଚଳରୁ ଦୁଇଟି ବାଘ ଛାଲ ଓ ଦୁଇଟି ହରିଣ ଛାଲ ଜବତ କରିଛି । କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ । ଏହି ଘଟଣାରେ ଦୁଇ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଜବତ ବାଘଛାଲ କଲରା ପତରିଆ ବାଘର ହୋଇଥିବା ଜଣାପଡିଛି । ତେବେ କେଉଁ ଜଙ୍ଗଲରୁ ବାଘ ଓ ହରିଣ ଛାଲ ଶିକାର କରାଯାଇଛି, ତାହା ଜଣାପଡିନାହିଁ । କ୍ରାଇମବ୍ରାଞ୍ଚ ଏସ୍ଟିଫ୍ ଏହାର ତଦନ୍ତ କରୁଛି ।
Comments are closed, but trackbacks and pingbacks are open.