ବାଦ ବିବାଦ ପରେ ଆରମ୍ଭ ହେଲା ନୂଆଡିହିର ଟୋଲ ପ୍ଲାଜା

Get real time updates directly on you device, subscribe now.

ବ୍ରଜରାଜନଗର: ବହୁ ବାଦ ବିବାଦ ପରେ ଆଜି ଠାରୁ ଆରମ୍ଭ ହେଲା ନୂଆଡିହିର ଟୋଲ ପ୍ଲାଜା ଜ୍ଝ୪୯ ନମ୍ବର ଜାତୀୟ ରାଜପଥର କନକତୋରା ଠାରୁ ଝାରସୁଗୁଡା ପର୍ୟ୍ୟନ୍ତ ଯାଇଥିବା ଦୁଇ ଲାଇନ୍ ବିଶିଷ୍ଟ ରାସ୍ତାର ନୂଆଡିହି ଠାରେ ନିର୍ମାଣ ହୋଇଥିବା ଟୋଲ ପ୍ଲାଜାକୁ ଆଜି ପୋଲିସ ଛାଉଣୀ ମଧ୍ୟରେ ଆରମ୍ଭ କରାଯାଇ ଟିକସ ଆଦାୟ କରାଯାଇଛି ଜ୍ଝଏହି ଟୋଲପ୍ଲାଜା ନିୟମର ବ୍ୟତିକ୍ରମ କରାଯାଇ ପୌରାଞ୍ଚଳରେ କରାଯାଇଥିବାରୁ ସ୍ଥାନୀୟ ଲୋକେ ଏହାକୁ ଚାଲୁ କରାଇ ଦେବେ ନାହିଁ ବୋଲି ଧମକ ଦେଇଥିଲେ ଜ୍ଝ
ଜିଲ୍ଲାପାଳ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ସ୍ଥାନୀୟ ଲୋକଙ୍କ ପାଇଁ କିଛି ନିର୍ଦ୍ଦିଷ୍ଟ ରିହାତି ଦିଆଅଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଜ୍ଝତଥାପି ସେମାନେ ଏହାକୁ ବିରୋଧ କରାଯିବ ବୋଲି ଧମକ ଦେଇଥିଲେଜ୍ଝ ତେଣୁ ଆଜି ବ୍ରଜରାଜନଗର ଏସଡିପିଓ,ଆଇଆଇସି,ବେଲପାହଡ ଆଇଆଇସିଙ୍କ ନେତ୍ରୁତ୍ୱରେ ୨ ପ୍ଲାଟୁନ୍ ଫୋର୍ସ ଙ୍କ ଉପସ୍ଥିତିରେ ଦିନ ବାରଟାରେ ଆରମ୍ଭ କରାଯାଇଥିଲା ଜ୍ଝଏହାକୁ ଆରମ୍ଭ କରାଯିବା ସମୟରେ ସ୍ଥାନୀୟ ଲୋକେ ଓ କିଛି ଆଇନଜୀବୀ ବିରୋଧ କରିଥିଲେ ଜ୍ଝକିନ୍ତୁ ସେମାଅନଙ୍କୁ ଏନଏଚଏଆଇ ପକ୍ଷରୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ଜ୍ଝ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons