ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଦମ୍ପତି

Get real time updates directly on you device, subscribe now.

ନବରଙ୍ଗପୁର (ଗଗନ ଗନ୍ତାୟତଙ୍କ ରିପୋର୍ଟ): ଗରିବ, ଅସହାୟ ଲୋକଙ୍କୁ ସମାଜରେ ବଞ୍ଚିବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି ସେଥିମଧ୍ୟରୁ ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା। ଞଠ ରେ ଆକ୍ରାନ୍ତ ଲୋକମାନଙ୍କୁଙ୍କ ଭତ୍ତା ମିଳୁନାହିଁ ଜ୍ଝ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଚାଟିଗୁଡା ପଞ୍ଚାୟତ ସଦର ଗ୍ରାମ ୬ ନମ୍ବର ୱାର୍ଡ ରେ ବାସ କରୁଥିବା ବାଲଚନ୍ଦ ବିନ୍ଧାଣି ସ୍ତ୍ରୀ କମଳା ବିନ୍ଧାଣି ଜ୍ଝ ସମୟ ଥିଲା ଅନେକ କଷ୍ଟ କାମ ମଧ୍ୟ ସହଜେ କରୁଥିଲେ କିନ୍ତୁ ସମୟନୁସାରେ ଏବେ ଶରୀର ରେ ଜୁ ନାହିଁ ଚାଲିବାକୁ ବଳ ପାଉନି, ଆଖିକୁ ଭଲ ଦିଶୁନାହିଁ ଜ୍ଝ କିନ୍ତୁ ବିଡମ୍ବନା ର ବିଷୟ ଏମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନାହିଁ ଜ୍ଝ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚାଟିଗୁଡା ସଦର ଗ୍ରାମ ୬ ନମ୍ବର ୱାର୍ଡ ରେ ବାସ କରନ୍ତି ବାଲଚନ୍ଦ ବିନ୍ଧାଣି ସ୍ତ୍ରୀ କମଳା ବିନ୍ଧାଣି ଝିଅ ଡାଳିମ୍ବ ବିନ୍ଧାଣି(୨୫) ନାତି ମହେଶ୍ୱର ବିନ୍ଧାଣି(୧୩ )ଏବଂ ନାତୁଣୀ ପାର୍ବତୀ ବିନ୍ଧାଣି( ୫ )ଜ୍ଝଆଜକୁ ପାଞ୍ଚ ବର୍ଷ ପୂର୍ବେ ଝିଅ କୁ ଛାଡି ଜ୍ୱାଇଁ ଅନ୍ୟତ୍ର ଚାଲିଗଲା ଜ୍ଝ ସେବେଠୁ ଝିଅ ଏବଂ ନାତି ନାତୁଣୀ ଙ୍କ ବୋଝ ମୁଣ୍ଡେଇ ହେଲା ଜ୍ଝ ଏହି ପାଞ୍ଚ ପ୍ରାଣୀଙ୍କ ତେଲ ଲୁଣ ସଂସାର ରେ ଗୋଟିଏ ଅନ୍ତର୍ଦ୍ୱୟ ଚାଉଳ କାର୍ଡ ଦେଇ ପ୍ରଶାସନ କାମ ସାରି ଦେଇଛି ଜ୍ଝ ଏଥିରେ ମାସ ଯାକ ଚଳିବା କଷ୍ଟ ଜ୍ଝ ନିଜର ଜମି ବାଡ଼ି କିଛି ନାହିଁ ଜ୍ଝ ସ୍ତ୍ରୀ କମଳା ଆଖିକୁ ଭଲ ଦିଶୁନାହିଁ, ଚାଲିବାକୁ ବଳ ପାଉନାହିଁ ଘରେ ଶୋଇ ରହି ମରଣ ବେଳାକୁ ଅପେକ୍ଷା କରିଛି ଜ୍ଝ ଏପରିସ୍ଥିତି ରେ ପେଟ ଚାଖଣ୍ଡେ ପାଇଁ ଝିଅ ଡାଳିମ୍ବ ଏବଂ ନାତି ମହେଶ୍ୱର ଗାଁ ର କିଛି ଘର ଗାଈ ଜଗିବା ଆରମ୍ଭ କଲେ ଜ୍ଝଦୁଇ ଅଳି ଭାଣ୍ଡି ଭାତ ଆଣି ସମସ୍ତେ ଚଳନ୍ତି ଜ୍ଝପଞ୍ଚାୟତ କାର୍ୟ୍ୟାଳୟ ପଛରେ ଗାଈ ଗୋଠ ରଖନ୍ତି କିନ୍ତୁ କୌଣସି ସରକାରୀ ବାବୁ କି ୱାର୍ଡ ମେମ୍ବର କିମ୍ବା ସରପଞ୍ଚ ଙ୍କ ଦୃଷ୍ଟି ଏମାନଙ୍କ ଉପରେ ପଡିବା ପରିତାପର ବିଷୟ ଜ୍ଝ ଯୋଜନାକୁ ନିଜ ମନ ମୁତାବକ ବ୍ୟବହାର କରିଛନ୍ତି କିଛି ନ୍ୟସ୍ତସ୍ୱାର୍ଥ ଲୋକେ ଜ୍ଝ ଫଳରେ ଯୋଜନା ରୁ ବାଦ ପଡୁଛନ୍ତି ଗରିବ ଅସହାୟ ଲୋକ ଜ୍ଝ ଏ ସମ୍ପର୍କ ରେ ଝରିଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପର୍ଥଜିତ ମଣ୍ଡଳ ଙ୍କୁ ପଚାରିବାରୁ ତାଙ୍କୁ ଶୀଘ୍ର କାର୍ୟ୍ୟକାରୀ କରାଯିବ କହିଥିଲେ ଜ୍ଝଏହା ତଦନ୍ତ କରି ପ୍ରକୃତ ହିତାଧିକାରୀ ଚୟନ କଲେ ସରକାରଙ୍କ ଉଦ୍ଦେଶ୍ୟ ସଫଳ ହେବା ସହ ଗରିବ ଙ୍କ ହିତ ସାଧନ ହୋଇ ପାରନ୍ତା ଜ୍ଝ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବାକୁ ଗ୍ରାମବାସୀ ନିବେଦନ କରୁଛନ୍ତି ଜ୍ଝ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons