ବିଧାନସଭାର ସ୍ୱତନ୍ତ୍ର କମିଟି ବୈଠକ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ସ୍ୱତନ୍ତ୍ର କମିଟିର ବୈଠକ ଅନୁÂିତ ହୋଇଯାଇଛି । ବିଧାନସଭାସ୍ଥିତ ବାଚସ୍ପତିଙ୍କ ପ୍ରକୋÂରେ ଅନୁÂିତ ଏହି ବୈଠକରେ ଅନ୍ୟ ରାଜ୍ୟରେ ଉପସ୍ଥାପିତ ହେଉଥିବା ବଜେଟ୍ ଯାଞ୍ଚ ପାଇଁ ଗଠିତ ବିଭାଗୀୟ ସ୍ଥାୟୀ କମିଟିଙ୍କ ସୁପାରିସ ଉପରେ ନିଆଯାଉଥିବା କାର୍ଯ୍ୟାନୁÂାନକୁ ଅନୁଧ୍ୟାନ କରାଯାଇଥିଲା । ବୈଠକରେ ବିରୋଧୀ ଦଳ ତେନା ପ୍ରଦୀପ୍ତ କୁମାର ନାୟକ, ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜଙ୍ଗଲ ଓ ପରିବେଶ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ପ୍ରଦୀପ କୁମାର ଅମାତ, କିଶୋର କୁମାର ମହାନ୍ତି, ତାରାପ୍ରସାଦ ବାହିନୀପତି, ଜୟନାରାୟଣ ମିଶ୍ର, ଲକ୍ଷ୍ମଣ ମୁଣ୍ଡାଙ୍କ ସମେତ ବିଧାନସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons