ବୁର୍ଲା ଭୀମସାରରେ ଅଗ୍ନିକାଣ୍ଡ

Get real time updates directly on you device, subscribe now.

ସମ୍ବଲପୁର: ବୁର୍ଲା ଭୀମସାର୍‌ ଡାଇଲେସିସ୍‌ ୟୁନିଟ୍‌ର ବ୍ୟାଟେରୀ ରୁମ୍‌ରେ ଅଗ୍ନିକାଣ୍ଡ ହୋଇଛି । ବ୍ୟାଟେରୀ ରୁମ୍‌ରେ ଥିବା ଗୋଟିଏ ବ୍ୟାଟେରୀ ଫାଟିଯାଇଛି ।
ବ୍ୟାଟେରୀ ଫାଟିବା ଯୋଗୁଁ ଚତୁଃପାର୍ଶ୍ବରେ ପ୍ରବଳ ଧୂଆଁ ହୋଇଯାଇଥିଲା । ତେବେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବୁର୍ଲା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons