ବେଆଇନ କରତ କଳ ଉପରେ ଚଢ଼ଉ

Get real time updates directly on you device, subscribe now.

କୋଣାର୍କ,(ବି.ବି.ନୁ୍ୟଜ୍): ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଯମରାଠାରେଥିବା ଦୁଇଟି ବେଆଇନ୍ କରତ କଳ ଉପରେ ଚଢ଼ଉ କରାଯାଇଛି । ଆଜି ସକାଳେ ଭୁବନେଶ୍ୱର ଭିଜିଲାନ୍ସ ଏସ୍ପିଏଫ୍ ବି.ସି. ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ଓ ପୁରୀ ବର୍ଣ୍ଣାଣୀ ଡିଭିଜନର ୫୦ ରୁ ଉଦ୍ଧ୍ୱର୍ ବନ କର୍ମଚାରୀ ମିଳିତ ଭାବେ ଚଢ଼ଉ କରିଥିଲେ । ଚଢ଼ଉ ବେଳେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ କରାଯାଇଥିଲା । ଭିଜିଲାନ୍ସ ଓ ବନ କର୍ମଚାରୀଙ୍କୁ ଦେଖି କରତ କଳ ମାଲିକ ଓ କର୍ମଚାରୀ ଫେରାର ହୋଇଯାଇଥିଲେ । ତେବେ ଏହି ବେଆଇନ୍ କରତକଳକୁ ସେସୁ ପକ୍ଷରୁ ତିନି ଫେଝ ଲାଇନ୍ ଟଣା ଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons