ବେଆଇନ କରତ କଳ ଉପରେ ବନ ବିଭାଗର ଚଢାଉ

Get real time updates directly on you device, subscribe now.

ବାସୁଦେବପୁର: ଭଦ୍ରକ ଜିଲ୍ଲା ବାସୁଦେବପୁର ସତସଙ୍ଗ ବିହାର ନିକଟରେ ଥିବା କରତ କଳ ଉପରେ ବନ ବିଭାଗ ପକ୍ଷରୁ ଅଚାନକ ଚଢାଉ କରାଯାଇଛି । କରତ କଳ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି । ଚଢାଉରେ ସରକାରୀ ବନ ସଂରକ୍ଷକ ବିରଜା ମହୋନ ମହାନ୍ତି, ମାଜିଷ୍ଟ୍ରେଟ୍ ବିଜୟ କୁମାର ସେଠୀ, ବନପାଳ ଜଗନ୍ନାଥ ମିଶ୍ର ସାମିଲ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons