ନୂଆଦିଲ୍ଲୀ : ରାଜ୍ୟ ସଭା ସାସଂଦ ଡକ୍ଟର ସସ୍ମିତ ପାତ୍ର ସର୍ବିଆର ବେଲଗ୍ରେଡରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତ ସସଂଦୀୟ ସଂଘ ବୈଠକରେ ଯୋଗ ଦେବେ । ଅକ୍ଟୋବର ୧୩ରୁ ୧୭ ତାରିଖ ମଧ୍ୟରେ ଏହା ବେଲଗ୍ରେଡରେ ଅନୁଷ୍ଠିତ ହେବ । ଲୋକ ସଭା ବାଚସ୍ପତି ଓମ୍ ବିରଲାଙ୍କ ନେତୃତ୍ୱରେ ଭାରତର ପ୍ରତିନିଧି ମଣ୍ଡଳ ଏଥିରେ ଅଂଶ ଗ୍ରହଣ କରିବେ ।
ରାଜ୍ୟ ସଭା ଅଧ୍ୟକ୍ଷ ସସ୍ମିତଙ୍କୁ ଏହି ବୈଠକରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ କରିଛନ୍ତି ।
Comments are closed, but trackbacks and pingbacks are open.