ଭିଜିଲାନ୍ସ ଜାଲରେ ନିମାପଡ଼ା ଜଳସମ୍ପଦର କୋଟିପତି ସହକାରୀ ଯନ୍ତ୍ରୀ

Get real time updates directly on you device, subscribe now.

ନିମାପଡା: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସହକାରୀ ଯନ୍ତ୍ରୀ। ନିମାପଡାର ଜଳସମ୍ପଦ ସହକାରୀ ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ବାଳଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଚଢାଉ କରିଛି ପୋଲିସ୍।
ଭୁବନେଶ୍ବର ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ଏହି ଚଢ଼ାଉ ହୋଇଛି। ପୁରୀର ମାଟିଆପଡା, ମଧୁବନସ୍ଥିତ ପୈତୃକ ଘର, କୁମୁଟିବଗିଚା, ସତ୍ୟବାଦୀ, ବଳଙ୍ଗା, ନିମାପଡା ଭଳି ୭ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ପୋଲିସ୍।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons