ସମ୍ବଲପୁର: ବୁର୍ଲା ଭିମିସାରରେ ଅଗ୍ନିକାଣ୍ଡ । ହୃଦରୋଗ ବିଭାଗ ନିକଟରେ ଥିବା ଜେନେରେଟର୍ ରୁମ୍ରେ ଅଗ୍ନିକାଣ୍ଡ । ଏହାପରେ ଭିମ୍ସାରର ଅଧାରୁ ଅଧିକ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି ।
ସର୍ଟ ସର୍କିଟିରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।


Comments are closed, but trackbacks and pingbacks are open.