ଭୁଜାଲିରେ ହାଣି ଲୁଟିନେଲେ ଲକ୍ଷାଧିକ ଟଙ୍କା

Get real time updates directly on you device, subscribe now.

ବାଲେଶ୍ବର : ଯୁବକଙ୍କୁ ଭୁଜାଲିରେ ହାଣି ଟଙ୍କା ଲୁଟି ନେଲେ ଦୃବୃତ୍ତ। ବାଲେଶ୍ବର ସଦର ଥାନା ନିକଟରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଗାଡି ପାଇଁ ଲୋନ ଟଙ୍କା ବ୍ୟାଙ୍କରୁ ଉଠାଇ ନେଇ ଆସୁଥିବା ବେଳେ ଯୁବକଙ୍କୁ ଭୁଜାଲି ରେ ହାଣି ୧ଲକ୍ଷ ୨୦ ହଜାର ଟଙ୍କା ଗାଡି ଚାବି ଓ ମନି ପର୍ସ ଲୁଟି ନେଲେ ତିନି ଜଣ ଦୃବୃତ୍ତ। ଗୁରୁତର ଯୁବକ ହେଲେ ତପନ କୁମାର ଦାସ । ତାଙ୍କୁ ମେଡିକାଲରେ ଭର୍ତ୍ତି କରି ଚିକିତ୍ସିତ କରାଯାଉଛି। ଘଟଣାରେ ପୋଲିସର ଛାନଭିନ୍ ଜାରି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons