ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଭୁବନେଶ୍ବରରେ ଟ୍ରାଫିକ ସଚେତନତା କାର୍ୟ୍ୟକ୍ରମ

Get real time updates directly on you device, subscribe now.

ଭୁବନେଶ୍ବର : ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ଭୁବନେଶ୍ବରରେ ଟ୍ରାଫିକ ସଚେତନତା କାର୍ୟ୍ୟକ୍ରମ କରାଯାଇଛି । ବାଇକ୍ ରାଲି କରି ନୂତନ ଟ୍ରାଫିକ୍ ନିୟମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଲେ ମହିଳା ।
ଓଡିଶା ୱିମେନ୍ ଆଭେଞ୍ଜର କ୍ଲବ ପକ୍ଷରୁ କରାଯାଇଥିବା ଏହି ବାଇକ୍ ରାଲିରେ ଶତାଧିକ ମହିଳା ସାମିଲ ହୋଇଥିଲେ । ଏହି ରାଲି ମାଷ୍ଟର କ୍ୟାଣ୍ଟିନ୍ ରୁ ଆରମ୍ଭ ହୋଇ ବାଣୀବିହାର, ଆଚାର୍ୟ୍ୟ ବିହାର ଦେଇ ରବୀନ୍ଦ୍ର ମଣ୍ଡପଠାରେ ପହଞ୍ଚିଥିଲା । ଏହି କାର୍ୟ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ଟ୍ରାଫିକ୍ ଡିସିପି ସାଗରିକା ନାଥ । ଏହି ଅବସରରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons