ମାନବିକତା ଦେଖାଇଲେ ସହକାରୀ ନିର୍ବାହୀ ଯନ୍ତ୍ରୀ

Get real time updates directly on you device, subscribe now.

ବୋରିଗୁମ୍ମା, (ମାନସ ରଥଙ୍କ ରିପୋର୍ଟ):କୋରାପୁଟରୁ ଆଜି ଆସୁଥିବା ଏକ ଦମ୍ପତି ସ୍କୁଟି ଯୋଗେ ବୋରିଗୁମ୍ମା ଆଡକୁ ଆସୁଥିବା ବେଳେ ରାସ୍ତାରେ ପଡ଼ି ଯାଇଥିଲେ । ଏହି ସମୟରେ ସେଇ ରାସ୍ତା ଦେଇ ଏକ ଗାଡ଼ି ଯୋଗେ ଆସୁଥିଲେ ବୋରିଗୁମ୍ମା ପୁର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ସନ୍ଦିପ ପାଣିଗ୍ରାହୀ । ଏହି ଅବସ୍ଥା ଦେଖି ସେ ସଙ୍ଗେସଙ୍ଗେ ନିଜ ଗାଡ଼ରୁ ଓହ୍ଲାଇ ଦମ୍ପତିଙ୍କୁ ରାସ୍ତାରୁ ଉଦ୍ଧାର କରିବା ସହ ବୋରିଗୁମ୍ମା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଥିଲେ । ପରେ ନିକଟସ୍ଥ ପୁଲିସକୁ ଖବର ଦେଇଥିଲେ । ଶ୍ରୀ ପାଣିଗା୍ରହୀଙ୍କ ଏଭଳି ମହତ୍ ପଦକ୍ଷେପକୁ ବୋରିଗୁମ୍ମା ଗ୍ରମବାସୀ ପ୍ରଶଂସା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons