ମାଲକାନଗିରି ପରେ ଏବେ ଜୟପୁରରେ ପ୍ଲାଷ୍ଟିକ ଅଣ୍ଡା !

Get real time updates directly on you device, subscribe now.

ଜୟପୁର: ମାଲକାନଗିରି ପରେ ଏଵେ କୋରାପୁଟରେ ପ୍ଳାଷ୍ଟିକ ଅଣ୍ଡା ବିକ୍ରି ହେଉଥିବା ଅଭିଯୋଗ।ଜୟପୁର ନୂଆଁ ସାହିର ବିବେକ ଵେହେରା ଗତକାଲି ୪ ଟି ଅଣ୍ଡା ନିକଟସ୍ଥ ଦୋକାନରୁ କିଣିଥିଲେ।ଏଥିରୁ୨ଟି ଅଣ୍ଡା ଠିକଠାକ୍ ଥିବା ବେଳେ ୨ଟି ପ୍ଳାଷ୍ଟିକ ଅଣ୍ଡା ଵାହାରିଥିଵା ଅଭିଯୋଗ କରିଛନ୍ତି।
ଏହି ୨ଟି ଅଣ୍ଡାକୁ ଭାଂଗି ଆମଲେଟ କରିବା ସମୟରେ ଦୁର୍ଗନ୍ଧ ହେଵା ସହ ରବର ପରି ଟାଣି ହୋଇ ଯାଉଥିଲା।ଏପରିକି ଏହାକୁ ନିଆଁରେ ପୋଡିଵାରୁ ରବର ପରି ନିଆଁରେ ପୋଡି ଯାଇଥିବା ସେ ଅଭିଯୋଗ କରିଛନ୍ତି।ସେହି ଏକା ଅଭିଯୋଗ କୋରାପୁଟ ସହରକୁ ମଧ୍ୟ ଆସିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons