ଭଞ୍ଜନଗର: ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରି ୨ ଯୁବକ ଗିରଫ। ଭଞ୍ଜନଗର ତାରାସିଙ୍ଗ ଥାନା ଅନ୍ତର୍ଗତ ବଦାଙ୍ଗି ଗ୍ରାମରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ, ଏହି ଦୁଇଜଣ ଯୁବକ ସୋସିଆଲ ମିଡିଆରେ ଯୁବତୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ କରିଥିଲେ। ଏହି ଘଟଣା ପୁଲିସ୍ କାନରେ ପଡିବା ପରେ ୨ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି। ଗିରଫ ଯୁବକ ହେଲେ ସାଗର ସାହୁ ଏବଂ ରଞ୍ଜିତ ସାହୁ। ପୁଲିସ୍ ୨ ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି।
Comments are closed, but trackbacks and pingbacks are open.