ରାଜଧାନୀରୁ ଦୁଇ ବନ୍ଧୁକ ବେପାରୀ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର : ରାଜଧାନୀରୁ ଧରାପଡିଲେ ବନ୍ଧୁକ ବେପାରୀ । ପୋଲିସ ଚେକିଂ ସମୟରେ ଧରାପଡିଛନ୍ତି ବନ୍ଧୁକ ବେପାରୀ । ଭୁବନେଶ୍ୱର ଡିସିପି ଏନେଇ ସୂଚନା ଦେଇଛନ୍ତି ।
ଭୁବନେଶ୍ବର ଖଣ୍ଡଗିରି ଆଳୁଗଦି ଅଞ୍ଚଳରୁ ୨ ଜଣ ବନ୍ଧୁକ ବେପାରୀ ଗିରଫ। ବ୍ଲକିଂ ଚେକିଂ ସମୟରେ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ସେମାନଙ୍କ ନିକଟରୁ ଚୋରା ବନ୍ଧୁକ ଜବତ କରାଯାଇଛି। ୨ ବନ୍ଧୁକ ବେପାରୀ ହେଲେ- ଯଦୁପୁର ଅଞ୍ଚଳର ପାଟୁ ଓରଫ୍ କାବୁଲା ଖାନ୍ ଏବଂ ଖୋର୍ଦ୍ଧା ଶରଧାପୁର ଅଞ୍ଚଳର କୋନୋ ଓରଫ୍ ଶେକ୍ ତେହସିଲ୍। ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons