ସୁଷମା ସ୍ୱରାଜଙ୍କ ବିୟୋଗ ଖବର ଶୁଣି ଗଭୀର ଭାବେ ମର୍ମାହତ । ଦେଶ ଜଣେ ସ୍ନେହୀ ନେତାଙ୍କୁ ହରାଇଲା । ତାଙ୍କର ତ୍ୟାଗ, ସାହସ ଓ କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରିତ କରିବ । ବିପଦରେ ପଡିଥିବା ଲୋକଙ୍କୁ ସହାୟତା କରିବାକୁ ସେ କେବେ ବି କୁଣ୍ଠାବୋଧ କରୁ ନଥିଲେ । ଭାରତର ଜନସାଧାରଣଙ୍କ ପାଇଁ ସେ ଯେଉଁ ସେବା ଓ ତ୍ୟାଗ କରିଛନ୍ତି ସେଥିପାଇଁ ସେ ସବୁବେଳେ ମନେ ରହିବେ ।
Comments are closed, but trackbacks and pingbacks are open.