ଲସି ପିଇ ଶତାଧିକ ଗୁରୁତର

Get real time updates directly on you device, subscribe now.

ମାଲକାନଗିରି: ଲସି ପିଇ ଗୁରୁତର ହେଲେ ଶତାଧିକ ବ୍ୟକ୍ତି। ଏପରି ଆଶ୍ଚର୍ୟ୍ୟଜନକ ଘଟଣା ମାଲକାନଗିରି ଜିଲ୍ଲା କାଲଦା ପଞ୍ଚାୟତର ବିଭିନ୍ନ ଗାଁରେ ଘଟିଛି। ଏହି ଅଞ୍ଚଳରୁ କେବଳ ୬୦ ଜଣ ପଡ଼ିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅସୁସ୍ଥମାନେ ଗତକାଲି କୁର୍ତ୍ତି ହାଟରେ ଲସି ପିଇଥିବା ଜଣାପଡ଼ିଛି। ଏହାପରେ ରାତିରେ ଅସୁସ୍ଥ ହୋଇପଡିଲେ। ଏହାପରେ ସେମାନଙ୍କୁ ବିଭିନ୍ନ ମେଡିକାଲରେ ଭତ୍ତି କରାଯାଇଛି। ଖବର ପାଇ ବିଭିନ୍ନ ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରୁଛି ମେଡିକାଲ ଟିମ୍ । ଅଗ୍ନିଶମ ବାହିନୀ ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲ ଆଣୁଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons