ଲାଞ୍ଚ ନେଇ ଗିରଫ ହେଲେ କଳାହାଣ୍ଡି ଜିଲ୍ଲା ଶ୍ରମ ଅଧିକାରୀ

Get real time updates directly on you device, subscribe now.

କଳାହାଣ୍ଡି : କଳାହାଣ୍ଡିରେ ଶ୍ରମିକ ଠିକାଦାରଙ୍କ ଲାଇସେନ୍ସ ନବୀକରଣ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେବାରେ ସଂପୃକ୍ତି ଅଭିଯୋଗରେ ଜିଲ୍ଲା ଶ୍ରମ ଅଧିକାରୀ ଗିରଫ । ଶ୍ରମ ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ପୂର୍ବରୁ ଏହି ମାମଲାରେ ସହରାଞ୍ଚଳ ଶ୍ରମିକ ନୀରିକ୍ଷକ ଜୟନ୍ତ ପଣ୍ଡା ଗିରଫ ହୋଇଛନ୍ତି ।
ଗତକାଲି ଜିଲ୍ଲା ଶ୍ରମ କାର୍ୟ୍ୟାଳୟରେ ଡାକ୍ତର ତରାଇ ନାମକ ଶ୍ରମିକ ଠିକାଦାରଙ୍କଠାରୁ ଲାଇସେନ୍ସ ନବୀକରଣ ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons