ଲାଲଗଡ଼ରେ ପୋଲିସ ମହାନିର୍ଦ୍ଦେଶକ ବି.କେ. ଶର୍ମା

Get real time updates directly on you device, subscribe now.

ମାଲକାନଗିରି : ମାଲକାନଗିରି ଜିଲ୍ଲା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା । ପୋଲିସ ଡିଜିଙ୍କ ସହିତ ଏଡିଜି ଆର.ପି. କୋଚେ, ଗୁଇନ୍ଦା ବିଭାଗ ଆଇଜି ଆର.କେ. ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ ମଧ୍ୟ ଅଛନ୍ତି ।
ମୋ ସରକାର ଓ 5-T କାର୍ୟ୍ୟକ୍ରମ ସଂପର୍କରେ ଜିଲ୍ଲାର ସମସ୍ତ ପୋଲିସ ଅଧିକାରୀଙ୍କୁ ଅବଗତ କରିଛନ୍ତି ପୋଲିସ ମହାନିର୍ଦେଶକ । ଏହାସହ ସ୍ବାଭିମାନ ଅଞ୍ଚଳରେ ପୋଲିସର ମାଓ ଦମନ ପ୍ରକ୍ରିୟା ସହ ବିକାଶ କାର୍ୟ୍ୟ ଉପରେ ସମୀକ୍ଷା କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons