ଶିଶୁ କନ୍ୟାକୁ ପିଟିପିଟି ମାରିଲା ସାବତ ବାପା

Get real time updates directly on you device, subscribe now.

କୋଇଡାÿ,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଣ୍ଟଅନ୍ତର୍ଗତ ଲାଲହାଟିଙ୍ଗ ବସ୍ତିରେ ଘଟିଛି ଏକ ଣ୍ଟଅଭାବନୀୟ ଘଟଣା । ସାବତ ବାପା ୪ ବର୍ଷର ଶିଶୁ କନ୍ୟାକୁ ପିଟିପିଟି ହତ୍ୟା କରିବା ପରେ ଚମ୍ପଟ ମାରିଛି । ହତ୍ୟାକାରୀକୁ ଧରିବା ଲାଗି ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।
କୋଇଡା ଲାଲହାଟିଙ୍ଗ ଗ୍ରାମରେ ରହୁଥିବା ଣ୍ଟଅରୁଣ ଲାଖୱା ରଜନୀ ଲାଖୱାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ବିବାହ ପୂର୍ବରୁ ରଜନୀଙ୍କର ୪ ବର୍ଷର ଶିଶୁ କନ୍ୟା ଶିବାନୀ ଥିଲା । ଗତ ୨୧ ତାରିଖରେ ଣ୍ଟଅତ୍ୟଧିକ ମଦ୍ୟପାନ କରି ଘରୁ ଫେରିଥିଲା ଣ୍ଟଅରୁଣ । ହଠାତ ରାଗି ଯାଇ ଶିବାନୀକୁ ଣ୍ଟଅତି ନିÂୁର ଭାବେ ପିଟିଥିଲା । ସଂଧ୍ୟା ୬ଟା ସମୟରେ ବଡ଼ମା ଗୀତା କାମରୁ ଫେରି ଦେଖିଲେ ଶିବାନୀ ଗୁରୁତର ହୋଇ ଘରର ଏକ କୋଣରେ ପଡ଼ିଛି । ତାକୁ ତୁରନ୍ତ ସେ ଚିକିତ୍ସା ପାଇଁ କୋଇଡା ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଣ୍ଟଆଣିଥିଲେ । ସେଠାରେ ଚିକିତ୍ସାର ସୁବିଧା ନଥିବାରୁ ଶିବାନୀକୁ ବଡ଼ବିଲ ଡାକ୍ତରଖାନାକୁ ନେଇ ଚିକିତ୍ସା କରିଥିଲେ । ଘରକୁ ଫେରି କିଛି ସମୟ ପରେ ଖବର ପାଇଥିଲେ ଯେ ଶିବାନୀର ମୃତୁ୍ୟ ଘଟିଛି । ହେଲେ ମାଣ୍ଟଆର ମମତା ହାର ମାନିନଥିଲା । ଝିଅକୁ ବଂଚାଇବା ଲାଗି ରାଉରକେଲା ସରକାରୀ ଡାକ୍ତରଖାନାକୁ ଣ୍ଟଆଣିଥିଲେ । ମାତ୍ର ଏଠାରେ ଡାକ୍ତର ଶିବାନୀକୁ ମୃତ ଘୋଷଣା କରିବା ସହ ଶବାଗାରରେ ଶବ ରଖି କୋଇଡା ପୁଲିସ୍କୁ ଖବର ଦେଇଥିଲେ । ଖବର ପାଇ କୋଇଡା ଥାନା ଣ୍ଟଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଣ୍ଟଆ ଣ୍ଟଆଜି ରାଉରକେଲାରେ ପହଞ୍ଚିଥିଲେ । ଣ୍ଟଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ବୋଲି ପୁଲିସ୍ କହିଛି । ଣ୍ଟଅନ୍ୟପକ୍ଷରେ ଏହି ଜଙ୍ଗନ୍ୟ କାଣ୍ଡ ଭିଣ୍ଟଆଇ ଣ୍ଟଅରୁଣ ଫେରାର ହୋଇଯାଇଛି । ତାକୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons