ଶ୍ରୀଧର ପାତ୍ରଙ୍କୁ ନାଲ୍କୋ ସିଏମ୍ଡି ଅତିରିକ୍ତ ଦାୟିତ୍ୱ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋର ନିଦେ୍ର୍ଧଶକ (ଅର୍ଥ) ଶ୍ରୀଧର ପାତ୍ରଙ୍କୁ ଅଧ୍ୟକ୍ଷ ତଥା ପରିଚାଳନା ନିଦେ୍ର୍ଧଶକ (ସିଏମ୍ଡି)ର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନର ସିଏମ୍ଡି ଡ. ତପନ କୁମାର ଚାନ୍ଦ ଆସନ୍ତାକାଲି (ଶନିବାର) ଅବସର ନେବେ । ଡିସେମ୍ବର ୧ରୁ ଡ. ଚାନ୍ଦଙ୍କ ପରିବର୍ତ୍ତେ ଏହି ଦାୟିତ୍ୱ ଗ୍ରହଣ କରିବେ ଶ୍ରୀ ପାତ୍ର । ୩ ମାସ କିମ୍ବା ପରବର୍ତ୍ତୀ ଆଦେଶନାମା ଜାରି ହେବା ପର୍ଯ୍ୟନ୍ତ ସେ ନାଲ୍କୋର ଅତିରିକ୍ତ ସିଏମ୍ଡି ଦାୟିତ୍ୱ ତୁଲାଇବେ । ଏହି ଅବଧିରେ ଶ୍ରୀ ପାତ୍ର କେବଳ ଉଦ୍ୟୋଗରଦୈନନ୍ଦିନ କାର୍ଯ୍ୟ ତୁଲାଇବେ ଓ ଏଥିପାଇଁ ତାଙ୍କୁ କୌଣସି ଅତିରିକ୍ତ ବେତନ ମିଳିବ ନାହିଁ ବୋଲି ଖଣି ମନ୍ତ୍ରଣାଳୟ ପକ୍ଷରୁ ଏକ ନିଦେ୍ର୍ଧଶନାମାରେ କୁହାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons