ସମାଜ ସେବା ପାଇଁ ଫେଡେରାଲ ବ୍ୟାଙ୍କର ଦାନ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ):ଡିସେମ୍ବର ୧ରେ ପାଳିତ ହେଉଥିବା ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ଫେଡେରାଲ ବ୍ୟାଙ୍କ, ଓଡ଼ିଶା ତରଫରୁ ଓଡ଼ିଶା ଷ୍ଟେଟ୍ ଏଡ୍ସ କଣ୍ଟେ୍ରାଲ ସୋସାଇଟିକୁ ୨,୫୦,୦୦୦ ଟଙ୍କାର ଏକ ଚେକ୍ ପ୍ରଦାନ କରାଯାଇଛି । ଏହି ଚେକ୍କୁ ବ୍ୟାଙ୍କ ତରଫରୁ ବାପୁଜୀ ନଗର ଶାଖାର ସହାୟକ ଉପ-ସଭାପତି ତଥା ଶାଖା ମୁଖ୍ୟ କୈ÷ଳାସ ଚନ୍ଦ୍ର ଦାସଙ୍କ ଉପସ୍ଥିତିରେ ସହାୟକ ଉପ-ସଭାପତି ତଥା ଶାଖା ମୁଖ୍ୟ ରାକେଶ କୁମାର ଏବଂ କ୍ଷେତ୍ରୀୟ କାର୍ଯ୍ୟାଳୟର ସ୍ମରଜିତ ନନ୍ଦ ଓଡ଼ିଶା ଷ୍ଟେଟ୍ ଏଡ୍ସ କଣ୍ଟେ୍ରାଲ ସୋସାଇଟିର ଯୁଗ୍ମ ନିଦେ୍ର୍ଧଶକ(ଆଇଇଏସ୍) ରଞ୍ଜିତା ବେହେରାଙ୍କୁ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons