ସାଢେ଼ ୧୨ଟାରୁ ବିମାନ ଟିକେଟ୍ ବୁକି ଆରମ୍ଭ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଜି ିନ ୧୨ଟା ୩୦ରୁ ବିମାନ ଟିକେଟ ବୁକିଂ ଅରମ୍ଭ ହୋଇଛି । ଏୟାର ଇଣ୍ଡିଆ ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି । ଏୟାର ଇଣ୍ଡିଆ ବିମାନରେ ଦେଶ ମଧ୍ୟରେ କୌଣସି ସ୍ଥାନକୁ ଯାତ୍ରା କରିବାକୁ ଚାହୁଁଥିବା ଯାତ୍ରୀମାନେ ଟିକେଟ ବୁକ୍ କରିପାରିବେ । ଏହି ସୂଚନା ଅନୁଯାୟୀ , ବିମାନରେ ଯାତ୍ରା କରିବାକୁଚାହୁଁଥିବା ଲୋକମାନେ ଏୟାରର ଇଣ୍ଡିଆନ୍. ଇନ୍ରେ ଲଗ୍ ଇନ୍ କରି ଟିକେଟ ବୁକ୍ କରି ପାରିବେ । ସେହିପରି କୌଣସି ଟ୍ରାଭେଲ୍ ଏଜେଣ୍ଟକୁ ଯୋଗଯୋଗ କରି ମଧ୍ୟ ଟିକେଟ୍ ବୁକ୍ କରିହେବ । ଗ୍ରାହକ ସେବା କେନ୍ଦ୍ରକୁ କଲ କରି ବି ଟିକେଟ୍ ବୁକ୍ କରିହେବ । ସୂଚନାଯୋଗ୍ୟ, ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ ବିମାନ ଚଳାଚଳ । ସେହିପରି ଜୁନ୍ ୧ ତାରିଖରୁ ଟ୍ରେନ୍ ଚଳାଚଳ ମଧ୍ୟ ଆରମ୍ଭ ହେବ । ଏଥିପାଇଁ ଅନ୍ଲାଇନ୍ ସହିତ କିଛି କିଛି ନିର୍ଦ୍ଧିଷ୍ଟ ଷ୍ଟେନରେ ଟିକେଟ ବୁକିଂ ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons