ସାପ କାମୁଡ଼ାରେ ମହିଳା ମୃତ

Get real time updates directly on you device, subscribe now.

କୋଦଳା,(ବି.ବି.ନୁ୍ୟଜ୍): ଏସ୍. ଓସ୍ତାପଡ଼ା ପଞ୍ଚାୟତ ଅଧୀନ ଲଛିପୁର ଗ୍ରାମର ଶାନ୍ତି ସ୍ୱାଇଁ(୫୨)ଙ୍କ ସାପ କାମୁଡ଼ାରେ ମୃତୁ୍ୟ ହୋଇଛି । ସ୍ୱାମୀ କବିରାଜ ସ୍ୱାଇଁଙ୍କ କହିବା ଅନୁଯାୟୀ ସବୁ ଦିନ ଭଳି ସୋମବାର ସକାଳ ୭ଟାରେ ଶାନ୍ତି ଧାନ ବିଲକୁ ଯାଇଥିଲେ । ସେଠାରେ ଫସଲ ଦେଖୁଥିôବା ସମୟରେ ତାଙ୍କୁ ଏକ ସାପ କାମୁଡ଼ିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons