ସାପ କାମୁଡ଼ାରେ ହୋମ୍ କ୍ବାରେଣ୍ଟାଇନ୍‌ରେ ଥିବା ନାବାଳକର ମୃତ୍ୟୁ

Get real time updates directly on you device, subscribe now.

ନୂଆପଡା: ସାପ କାମୁଡ଼ାରେ ହୋମ୍ କ୍ବାରେଣ୍ଟାଇନ୍‌ରେ ଥିବା ନାବାଳକଙ୍କ ମୃତ୍ୟୁ ହୋଇଛି। କୋମନା ବ୍ଲକ ସମରସିଂ ଗ୍ରାମର ସାଗର ରଣା ସିକନ୍ଦ୍ରାବାଦରୁ ଆସି ରଜନା କ୍ବାରେଣ୍ଟାଇନ୍‌ରେ ରହିଥିଲେ। ସରକାରଙ୍କ ନିୟମ ଅନୁସାରେ କ୍ବାରେଣ୍ଟାଇନ୍‌ର ଅବଧି ଶେଷ ହେବା ସେ ୭ ଦିନ ପାଇଁ ହୋମ୍ କ୍ବାରେଣ୍ଟାଇନ୍ ଥିଲେ। ହେଲେ ଭାଗ୍ୟର ବିଡ଼ମ୍ବନା ଏହି ହୋମ୍ କ୍ବାରେଣ୍ଟାଇନ୍ ରହିବା ସମୟରେ ସାପ କାମୁଡ଼ାରେ ତାଙ୍କର ମୃତ୍ୟୁ ହୋଇଛି। ଏ ସଂପର୍କରେ ନୂଆପଡା ସିଡିଏମ୍‌ଓ କାଳି ପ୍ରସାଦ ବେହେରା ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons