ସିନେମାରେ ସତ୍ୟଭୂଷଣ

Get real time updates directly on you device, subscribe now.

ସତ୍ୟଭାମା ପ୍ରଡକ୍ସନ୍ରେ ନିର୍ମାଣ ହେବାକୁ ଯାଉଛି ଏକ ନୂଆ ଓଡ଼ିଆ ସିନେମା । ଦୀର୍ଘ ଦିନର ପୁଞ୍ଜିକୁ ସାଇତି କରି ନିଦେ୍ର୍ଧଶନା ଜରିଆରେ ସତ୍ୟଭୂଷଣ ପତି ବଡ଼ ପରଦାରେ ପାଦ ଦେବାକୁ ଯାଉଛନ୍ତି । ତାଙ୍କ ନୂଆ ସିନେମାର ନାଁ ହେଉଛି ‘ତୁ ମୋ ପ୍ୟାର୍ ତୁ ମୋ’ ୟାର୍’ । ଏହାର ସଂଳାପ ରଚନା କରୁଛନ୍ତି ଦିବ୍ୟସିଂ ରଏ । ଏହି ଚଳଚ୍ଚିତ୍ର ପାଇଁ ସଙ୍ଗୀତ ନିଦେ୍ର୍ଧଶନା ଦେଉଛନ୍ତି ବରିÂ ସଙ୍ଗୀତଜ୍ଞ ମହମ୍ମଦ ମୁସୀର୍ । ଏଥିରେ ଜୟନ୍ତ ଦାସ ଏବଂ ମନୋରଞ୍ଜନ ସାହାଣୀ ଗୀତ ରଚନା କରୁଛନ୍ତି । ଏହାର ସ୍କ୍ରିପ୍ଟ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିିଛି । ଖୁବ୍ଶୀଘ୍ର ଏହା ଫ୍ଲୋର୍କୁ ଯିବ । ଏହି ଫିଲ୍ମର ନିଦେ୍ର୍ଧଶନା ଦେଉଛନ୍ତି ସତ୍ୟଭୂଷଣ ପତି । ଅନେକ ମୁ୍ୟଜିକ ଭିଡିଓ କରିବା ପରେ ସେ ଏବେ ଚଳଚ୍ଚିତ୍ର ଜଗତରେ ପାଦ ଦେବାକୁ ଯାଉଛନ୍ତି । ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ହେଉଥିବା ଏହି ଚଳଚିତ୍ର ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons