ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ହେମନ୍ତ ସୋରେନ୍ ଆଜି ଶପଥ ଗ୍ରହଣ କରିଛନ୍ତି । ଏ ଅବସରରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ନବୀନ ଟ୍ୱିଟ୍ କରିଛନ୍ତି, ଝାଡ଼ଖଣ୍ଡବାସୀଙ୍କ ଆଶାକୁ ପୂରଣ କରିବା ଦିଗରେ ସୋରେନଙ୍କ ସରକାର କାମ କରୁ । ଝାଡ଼ଖଣ୍ଡ ବିକାଶ ପଥରେ ଆଗକୁ ଚାଲୁ ।
Comments are closed, but trackbacks and pingbacks are open.