ବାଲିଆାଳ,(ବି.ବି.ନୁ୍ୟଜ୍): ସ୍ୱାମୀଙ୍କର ପରକୀୟା ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କ ଜୀବନ ଗଲା । ସ୍ୱାମୀ ନିଜ ସ୍ତ୍ରୀକୁ ିଟିିଟି ମାରି ଘର ଭିତରେ ଟାଙ୍ଗି ଦେଇଥିବା ନେଇ ବାଲେଶ୍ୱର ଜିଲ୍ଲା ବାଲିଆାଳ ଥାନାରେ ମାମଲା ରୁଜୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ବାଲିଆାଳ ଥାନା ଜଗତିୁର ଗ୍ରାମର ନାରାୟଣ ଗୋଚ୍ଛାୟତ ଆଜକୁ ୧୦ ବର୍ଷ ହେଲା ସାର୍ଥା ଥାନା ଛାନୁଆ ଗ୍ରାମର ମନୋରଞ୍ଜନ ମୁଖୀଙ୍କ ଝିଅ ସୁଚିସ୍ମିତାଙ୍କୁ ବିବାହ ହୋଇଥିଲେ । ନାରାୟଣ ଚେନ୍ନାଇ ସ୍ଥିତ ଏକ କମ୍ପାନୀରେ କାମ କରୁଥିଲେ । ସେମାନଙ୍କର ଜଣେ ୯ ବର୍ଷର ଝିଅ ଓ ୬ ବର୍ଷର ୁଅ ଅଛି । ତେବେ ନାରାୟଣ ଗତ ଏକ ବର୍ଷ ହେଲା ଗାଁକୁ ଆସି ଗ୍ରାମରେ ରହି ନେଟ୍ୱାର୍କିଂ ବିଜିନେସ କରିବା ସମୟରେ ।ଖ ଗ୍ରାମର ଜଣେ ବିବାହିତ ମହିଳାଙ୍କ ସହ ସମ୍ପର୍କ ରଖିଆସୁଥିଲେ । ଏହା ଜାଣି ।ରି ସୁଚିସ୍ମିତା ସ୍ୱାମୀଙ୍କୁ ବିରୋଧ କରିଥିଲେ । ସେହିରି ନାରାୟଣ ଘର କରିବା ।ଇଁ ସୁଚିସ୍ମିତାଙ୍କ ବାପ ଘରୁ ଟଙ୍କା ଆଣିବା ।ଇଁ ବାଧ୍ୟ କରୁଥିଲା । ଏହି ଘଟଣାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ଲାଗୁଥିଲା । ଏନେଇ ସୁଚିସ୍ମିତା ମଧ୍ୟ ନିଜ ବାାଘରକୁ ସବୁକଥା ଜଣାଇଥିଲେ । ଏହି ଘଟଣାକୁ କେନ୍ଦ୍ର କରି ରବିବାର ସନ୍ଧ୍ୟାରେ ନାରାୟଣ ତ୍ନୀ ସୁଚିସ୍ମିତାଙ୍କୁ ୍ରବଳ ମାଡ଼ ମାରିଥିବା ନେଇ ସୁଚିସ୍ମିତା ବାଘରକୁ ୋନ ଦ୍ୱାରା ଜଣାଇଥିଲେ । ତେବେ ଆଜି ସକାଳେ ସୁଚିସ୍ମିତା ଘର ଭିତରୋଶି ଦେଇ ମୃତୁ୍ୟବରଣ କରିଥିବା ନେଇ ବାପଘର ଲୋକ ଖବର ।ଇଥିଲେ । ବାଘର ଲୋକେ ଘଟଣାସ୍ଥଳରେ ପହଞ୍ଚିବା ରେ ସୁଚିସ୍ମିତାଙ୍କ ଦେହରେ କ୍ଷତ ଦାଗ ଥିବା ଦେଖିବାକୁ ।ଇ ଏହା ଏକ ହତ୍ୟାକାଣ୍ଡ ବୋଲି ସନେ୍ଦହ କରିଥିଲେ । ଏନେଇ ସୁଚିସ୍ମିତାଙ୍କ ଭାଇ ଚନ୍ଦନ ମୁଖୀ ଜାମକୁଣ୍ଡା ।ଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ବାଲିଆପାଳ ଥାନା କେଶ ନମ୍ବର ୧୭୫/୧୯ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ଜାମକୁଣ୍ଡାାଣ୍ଡି ଅଧିକାରୀ ଶାରଦା ୍ରସନ୍ନ ମୁଦୁଲି ଘଟଣା ସ୍ଥଳରେ ହଞ୍ଚି ତଦନ୍ତ କରିବା ସହ ମୃତଦେହ ଜବତ କରି ବ୍ୟବଚ୍ଛେଦ ।ଇଁ ପଠାଇଛନ୍ତି ।
Comments are closed, but trackbacks and pingbacks are open.