ହାତୀ ଆକ୍ରମଣରେ ମହିଳାଙ୍କ ମୃତୁ୍ୟ

Get real time updates directly on you device, subscribe now.

ଢେ଼ଙ୍କାନାଳ, (ବି.ବି.ନୁ୍ୟଜ୍): ଆଜି ସକାଳେ ଢେ଼ଙ୍କାନାଳ ଷଡଙ୍ଗୀ ରେଞ୍ଜ ଅନ୍ତର୍ଗତ ମାଧବୋଲୁଅ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତୁ୍ୟ ହୋଇଛି । ମୃତ ମହିଳାଜଣକ ହେଲେ କୌଶଲ୍ୟା ସାହୁ । କୌଶଲ୍ୟା ସକାଳେ ନିଜ ଘର ଆଗରେ ଝାଡ଼ୁ କରୁଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଗାଁ ମଝିରେପଶି ହାତୀ ମହିଳାଙ୍କୁ ମାରିଥିବାରୁ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons